No.1 Institute for Graphics, Animation, VFX, Gaming & Photography

Tuesday, August 1, 2023

ନାମଲେଖା ବିଜ୍ଞାପନ

ଏକ ଉଜ୍ବଳ ଭବିଷ୍ୟତ ପାଇଁ  ଆଜି ଡିଜିଟାଲ୍ ମିଡିଆ, ଡିଜିଟାଲ୍ ମାର୍କେଟିଂ, ଡିଜିଟାଲ୍ ମ୍ୟାନେଜମେଣ୍ଟ ଓ ଡିଜିଟାଲ୍ ଅପ୍ପଲିକେସନ୍ସର କଳା ଶିଖନ୍ତୁ


 
ଯେଉଁଠାରେ ଟେଲିଫୋନ୍ ରେ ଫୋଟୋ ଓ ଭିଡିଓ ଶୁଟିଂ ହୋଇପାରୁଛି, ଟଂକା ପ୍ଲାଷ୍ଟିକର କାର୍ଡ ରେ ଗଚ୍ଛିତ ହୋଇପାରୁଛି, ଏବଂ ଅତ୍ୟାଧୁନିକ ସଂଗୀତ ଇଣ୍ଟରନେଟରୁ କମ୍ପ୍ୟୁଟରକୁ ସେକେଣ୍ଡରେ ଆସିଯାଇପାରୁଛି  I

ଏହି ସୁନ୍ଦର ଡିଜିଟାଲ୍ ଟେକ୍ନୋଲୋଜିର ଜଗତକୁ ସ୍ଵାଗତ I  ଆଜି ସମସ୍ତ ପ୍ରକାର ଶିଳ୍ପ ଓ ସଂସ୍ଥା ଗୁଡିକରେ ଡିଜିଟାଲ୍ ଟେକ୍ନୋଲୋଜିର ଚାହିଦା ଅନେକାଂଶରେ ବୃଦ୍ଧି ପାଇଛି I ଏହା ଆଶ୍ଚର୍ଯ୍ୟଜନକ ନୁହେଁ କାରଣ କମ୍ପ୍ୟୁଟର ଏକ ଉତ୍ପାଦନ ଉପକରଣ ଏବଂ ଭିଜୁଆଲ୍ ଅନୁସନ୍ଧାନ ପାଇଁ ଏକ ମାଧ୍ୟମ ଭାବରେ ଏହାର ପ୍ରସାର ଓ ବ୍ୟବହାର ବୃଦ୍ଧି ପାଇଛି I

ଡିଜିଟାଲ୍ ଟେକ୍ନୋଲୋଜି - କମ୍ପ୍ୟୁଟର ଖେଳ, ବିକାଶ, ସ୍ଥାପତ୍ୟ, ପ୍ରତ୍ନତାତ୍ତ୍ୱିକ, ଫରେନସିକ୍, ସ୍ୱାସ୍ଥ୍ୟସେବା ପରି ଅନେକ କ୍ଷେତ୍ରରେ ଡିଜିଟାଲ୍ ଟେକ୍ନୋଲୋଜି ପ୍ରଫେସନାଲମାନଙ୍କର ଆବଶ୍ୟକତା ରହିଛି I ଆଜିର ଛାତ୍ରୀ ଓ ଛାତ୍ର ମାନେ ଏହି ଗତିଶୀଳ ଏବଂ ଦ୍ରୁତ ଗତିରେ ବିକଶିତ ନୂତନ ଦୁନିଆରେ ପ୍ରବେଶ କରିବାକୁ ପାଇଁ ଆଗ୍ରହୀ ହେବା ଉଚିତ I ଏହି ଡିଜିଟାଲ୍ ଯୁଗ - ଡିଜିଟାଲ୍ ୱାର୍ଲ୍ଡ - ଡିଜିଟାଲ୍ ଇଣ୍ଡିଆରେ, ଏକ ଡିଜିଟାଲ୍ ନାଗରିକ ହୁଅନ୍ତୁ I ଭବିଷ୍ୟତ ରେ ଅସୀମ ସୁଯୋଗ ଏବଂ ସମ୍ଭାବନା ପାଇବା ପାଇଁ ଡିଜିଟାଲ୍ ମିଡିଆ, ମାର୍କେଟିଂ ଏବଂ ମ୍ୟାନେଜମେଣ୍ଟର କଳା ଶିଖନ୍ତୁ I ଆଜି ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜିଟାଲ୍ ମିଡିଆ ଟେକ୍ନୋଲୋଜି ରୁ ଡିଜିଟାଲ୍ ଟେକ୍ନୋଲୋଜି ସମ୍ବନ୍ଧୀୟ ମାଗଣା ସୂଚନା ପ୍ରାପ୍ତ କରି ସାର୍ଟିଫାଏଡ୍ ଡିଜିଟାଲ୍ ନାଗରିକ ହୁଅନ୍ତୁ I

ଭାରତ କୁ ନୂତନ ଭାରତ - ଡିଜିଟାଲ ଭାରତ ନିର୍ମାଣ କରିବାରେ ଆମକୁ ସହଯୋଗ କରନ୍ତୁ I ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜିଟାଲ୍ ମିଡିଆ ଟେକ୍ନୋଲୋଜି - ଆନ୍ତର୍ଜାତୀୟ ଶିକ୍ଷା ନିଯୁକ୍ତି ଏବଂ ସଶକ୍ତିକରଣର ପରିଷଦ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ସଂସ୍ଥା I

 ଅଧିକ ବିବରଣୀ ପାଇଁ ୮୭୬୩୦୬୩୪୫୬ କୁ କଲ କରନ୍ତୁ 

 




SHARE:
INSTITUTE OF DIGITAL MEDIA TECHNOLOGY, BHUBANESWAR, ODISHA